ଗେଲୱେ ଏଲୋଭେରା ଜୁସ୍

ଏଲୋଭେରା (ଘିକୁଆଁରୀ)ର ତାଜା ପତ୍ରଗୁଡ଼ିକରୁ କଢ଼ାଯାଇଥିବା ଶସ (pulp)କୁ ...

Base price for variant: 450,00 ₨
Price / COM_VIRTUEMART_UNIT_SYMBOL_Unit:

ଗେଲୱେ ଏଲୋଭେରା ଜୁସ୍ ଇନ୍ ଅରେଞ୍ଜ୍ ଫ୍ଲେଭର୍

ଗେଲୱେ ଏଲୋଭେରା ଜୁସ୍ ଇନ୍ ଅରେଞ୍ଜ୍ ଫ୍ଲେଭର୍ ପ୍ରାକୃତିକ ଭାବରେ ...

Base price for variant: 460,00 ₨
Price / COM_VIRTUEMART_UNIT_SYMBOL_Unit:

ଗେଲୱେ ନେଚୁରଲ୍ ଟ୍ୱିଷ୍ଟ୍ ଇଷ୍ଟେଣ୍ଟ ଗ୍ରୀନ୍ କଫୀ

ଗେଲୱେ ନେଚୁରଲ୍ ଟ୍ୱିଷ୍ଟ୍ ଇଷ୍ଟେଣ୍ଟ ଗ୍ରୀନ୍ କଫୀ ଦେଇଥାଏ, ସ୍ୱାଦ ...

Base price for variant: 330,00 ₨
Price / COM_VIRTUEMART_UNIT_SYMBOL_Unit:

ଗେଲୱେ ନେଚୁରଲ୍ ଟ୍ୱିଷ୍ଟ୍ ଇଷ୍ଟେଣ୍ଟ ଗ୍ରୀନ୍ ଟୀ’ (ମିଣ୍ଟ୍)

ଗେଲୱେ ନେଚୁରଲ୍ ଟ୍ୱିଷ୍ଟ୍ ଗ୍ରୀନ୍ଗ ଟୀ’ (ମିଣ୍ଟ୍)ରେ ମିଣ୍ଟର ...

Base price for variant: 330,00 ₨
Price / COM_VIRTUEMART_UNIT_SYMBOL_Unit:

ଗେଲୱେ ନେଚୁରଲ୍ ଟ୍ୱିଷ୍ଟ୍ ଇଷ୍ଟେଣ୍ଟ ଗ୍ରୀନ୍ ଟୀ’ (ଲେମନ୍)

ଲେମ୍ୱୁର ପ୍ରାକୃତିକ ସ୍ୱାଦ ଓ ଗ୍ରୀନ୍ ଟୀ’ର ଔଷଧୀୟ ଗୁଣଯୁକ୍ତ ଗେଲୱେ ...

Base price for variant: 360,00 ₨
Price / COM_VIRTUEMART_UNIT_SYMBOL_Unit:
Natural Twist

ଗେଲୱେର ’ନେଚୁରଲ୍ ଟ୍ୱିଷ୍ଟ୍’ ରେଞ୍ଜ ଅନ୍ତର୍ଗତ ଆସୁଥିବା ସମସ୍ତ ଉତ୍ପାଦର ନିର୍ମାଣ ଏକ ସୁସ୍ଥ ଜୀବନଶୈଳୀକୁ ଧ୍ୟାନରେ ରଖି କରାଯାଇଛି, ଯେଉଁଥିରୁ ଲୋକମାନଙ୍କୁ ସୁସ୍ଥ ଜୀବନ ଦିଆଯାଇପାରିବ। ଯେପରି ଏହାର ନାମରୁ ହିଁ ଜଣାପଡୁଛି ଯେ, ଏହି ଶ୍ରେଣୀ ପ୍ରାକୃତିକ ଉତ୍ପାଦଗୁଡ଼ିକର ପ୍ରତିନିଧିତ୍ୱ କରିଥାଏ। ଗେଲୱେର ’ନେଚୁରଲ୍ ଟ୍ୱିଷ୍ଟ୍’ ରେଞ୍ଜରେ ଶରୀରକୁ ସୁସ୍ଥ, ଫିଟ୍ ଓ ଉର୍ଜାବାନ୍ ରଖିବା ପାଇଁ ପାନୀୟ ଉତ୍ପାଦକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ରେଞ୍ଜରେ ସେହି ହର୍ବଲ୍ ଉତ୍ପାଦ, ଯେଉଁଗୁଡ଼ିକର ପୋଷକ ତତ୍ତ୍ୱ ଓ ଗୁଣ ଆପଣଙ୍କ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଅଟେ, ସେଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଲୋଭେରା ଜୁସ୍, ଗ୍ରୀନ୍ କଫୀ, ଗ୍ରୀନ୍ ଟୀ’ ଭଳି ପ୍ରାକୃତିକ ଉତ୍ପାଦ ଏହି ଶ୍ରେଣୀର ଅଂଶ ଅଟେ।