ଜି ବାୟୋ ହ୍ୟୁମିକ୍

ହ୍ୟୁମିକ୍ ଏସିଡ୍କୁ ଚାରାର ବିକାଶ ପାଇଁ ପ୍ରାକୃତିକ ଉତ୍ତେଜକ ଭାବରେ ...

Base price for variant: 324,00 ₨
Price / COM_VIRTUEMART_UNIT_SYMBOL_Unit:

ଜି – ସି ଲିକ୍ୱିଡ୍

ଏହା ସମୁଦ୍ରରୁ ପ୍ରାପ୍ତ ଏକ ଶୈବାଳର ରସ ଅଟ। ଏହା ଅନାଜ, ଡାଲି, ତିଳ, ...

Base price for variant: 330,00 ₨
Price / COM_VIRTUEMART_UNIT_SYMBOL_Unit:

ଜି-ଏନ୍.ପି.କେ. (ବାୟୋ ଫର୍ଟିଲାଇଜର୍)

ଚାରାର ବିକାଶ ପାଇଁ ଜରୁରୀ 3 ତତ୍ତ୍ୱ - ନାଇଟ୍ରୋଜେନ୍, ପଟାସ ଓ ...

Base price for variant: 810,00 ₨
Price / COM_VIRTUEMART_UNIT_SYMBOL_Unit:

ଜି-ବାୟୋ ହ୍ୟୁମିକ୍

ଜଣାଶୁଣା। ଏହା ମାଟିକୁ ଫପସା କରିଥାଏ, ଯେଉଁଥିରୁ ଚେରର ବିକାଶ ଦ୍ରୁତ ...

Base price for variant: 324,00 ₨
Price / COM_VIRTUEMART_UNIT_SYMBOL_Unit:

ଜି-ସି ପାୱର୍ (ଏକ୍ସଟ୍ରିମ୍ ଏନର୍ଜୀ

ଏହା, ସାମୁଦ୍ରିକ ଶୈବାଳରୁ ପ୍ରସ୍ତୁତ କରାଯାଏ, ଯାହା ଚାରାର ବିକାଶ ...

Base price for variant: 630,00 ₨
Price / COM_VIRTUEMART_UNIT_SYMBOL_Unit:
Krisham

ଭାରତ ଗୋଟିଏ କୃଷି ପ୍ରଧାନ ଦେଶ ଅଟେ। ଆମ ଦେଶରେ ବଡ଼଼ ଜନସଂଖ୍ୟା ଆଜି ମଧ୍ୟ ଚାଷ ଉପରେ ନିର୍ଭର କରିଥାଏ। ଏପରି କ୍ଷେତ୍ରରେ ଜରୁରୀ ହେଉଛି ଆମେ ଚାଷର ବୈଜ୍ଞାନିକ କୌଶଳ ସହିତ ଉତ୍ତମ ଉତ୍ପାଦର ବ୍ୟବହର କରିବା, ଯେଉଁଥିରୁ ନା କେବଳ ଫସଲରେ ବୃଦ୍ଧି ହେବ, ବରଂ ଭୂମିର ଉର୍ବରତା ମଧ୍ୟ ବଜାୟ ରହିବ। ସେଥିପାଇଁ, କୃଷକ ଚାଷୀମାନଙ୍କୁ ଏକ ସୁସ୍ଥ ଓ ହାନିକାରକ ରସାୟନରୁ ମୁକ୍ତ ଫସଲ ଦେବାପାଇଁ ଗେଲୱେ କୃଷମ୍ ରେଞ୍ଜରେ ସେହି ସମସ୍ତ କୃଷି ସମ୍ୱନ୍ଧୀୟ ଉତ୍ପାଦକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ମୃତ୍ତିକାର ଗୁଣବତ୍ତାକୁ ବଢ଼ାଇ ଫସଲର ଉତ୍ପାଦକତାରେ ବୃଦ୍ଧି କରିଥାଏ। ଏହି ରେଞ୍ଜର ସମସ୍ତ ଉତ୍ପାଦ ମାଟିରେ ଜୈବିକ ପଦାର୍ଥ ତଥା ଜିଆ/କେଞ୍ଚୁଆକୁ ଫେରାଇଆଣିବାରେ ସାହାଯ୍ୟ କରିଥାଏ।