ଗେଲୱେ ଗୃହଶୌର୍ଯ୍ୟମ୍ ପାଇନ୍ ଅଏଲ୍ କନସେଣ୍ଟ୍ରେଟ୍

ଶୁଦ୍ଧ ଓ ଉତ୍ତମ କ୍ୱାଲିଟୀର ପାଇନ୍ ଅଏଲ୍ ଓ କୀଟ-ପତଙ୍ଗକୁ ଦୂର କରିବାର ...

Base price for variant: 299,00 ₨
Price / COM_VIRTUEMART_UNIT_SYMBOL_Unit:

ଗେଲୱେ ଗୃହଶୌର୍ଯ୍ୟମ୍ ଅକ୍ସିଡେଜ୍ ମାଇକ୍ରୋ ୱାଶ୍ ଡିଟର୍ଜେଣ୍ଟ

କାଳି ଚିହ୍ନ ହେଉ କିମ୍ୱା କାଦୁଅ କିମ୍ୱା ତରକାରୀର ଜିଦ୍ଦି ଦାଗ, ...

Base price for variant: 105,00 ₨
Price / COM_VIRTUEMART_UNIT_SYMBOL_Unit:

ଗେଲୱେ ଗୃହଶୌର୍ଯ୍ୟମ୍ ଏୟାର୍ ଫ୍ରେଶନର୍

ସୁଗନ୍ଧିତ ବାତାବରଣ ମଧ୍ୟରେ ରହିବା କାହାକୁ ବା ଭଲ ଲାଗେ ନାହିଁ। ତାହା ...

Base price for variant: 82,00 ₨
Price / COM_VIRTUEMART_UNIT_SYMBOL_Unit:

ଗେଲୱେ ଗୃହଶୌର୍ଯ୍ୟମ୍ ଡିଶ୍ ୱାଶ୍ କନସେଣ୍ଟ୍ରେଟେଡ୍ ଜେଲ୍

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେବଳ ହେଲ୍ଦୀ ଖାଦ୍ୟ ଜରୁରୀ ନୁହେଁ, ବରଂ ...

Base price for variant: 142,00 ₨
Price / COM_VIRTUEMART_UNIT_SYMBOL_Unit:

ଗେଲୱେ ଗୃହଶୌର୍ଯ୍ୟମ୍ ଡିସଇନଫେକ୍ଟେଣ୍ଟ ଟଏଲେଟ୍ କ୍ଲିନର୍

ପାଇଖାନାର ସଫେଇ ପାଇଁ ଏକ ପ୍ରଭାବଶାଳୀ ପ୍ରଡକ୍ଟ, ଯାହା ଜିଦ୍ଦିରୁ ...

Base price for variant: 158,00 ₨
Price / COM_VIRTUEMART_UNIT_SYMBOL_Unit:
Grihshoryam

ଯେତେବେଳେ ଆମେ ’ଗୃହ’ (ଘର)କୁ ’ଶୌର୍ଯ୍ୟ’ (ଗୌରବ) ସହିତ ଯୋଡ଼ିଲି, ସ୍ସେତେବେଳେ ପରିଣାମସ୍ୱରୂପ ’ଗୃହଶୌର୍ଯ୍ୟମ୍’ର ଏକ ଚମତ୍କାର ପ୍ରଡକ୍ଟ ରେଞ୍ଜର ଜନ୍ମ ହେଲା, ଯିଏ ନିଜର ବିଶେଷତା ଓ ଗୁଣବତ୍ତା ଦ୍ୱାରା ଆମର ଏହି ବିଶ୍ୱାସକୁ ବଜାୟ ରଖିଲା ଯେ, ’ଭକ୍ତିଠୁ ବଳି ସ୍ୱଚ୍ଛତା ଅଟେ’। ଆପଣଙ୍କ ଜୀବନକୁ ଉତ୍ତମ ଓ ଅଧିକ ସୁନ୍ଦର କରିବା ପାଇଁ ଗେଲୱେ ଗୃହଶୌର୍ଯ୍ୟମ୍ ଅନ୍ତର୍ଗତ ଅନେକ ହୋମ୍ କେୟର୍ ପ୍ରଡକ୍ଟ ରେଞ୍ଜ୍ ରହିଛି, ଯେଉଁଥିରେ ଡିଶ୍ ୱାଶିଙ୍ଗ୍, ହୋମ୍ କ୍ଲିନିଙ୍ଗରୁ ଆରମ୍ଭ କରି ଫେବ୍ରିକ୍ କେୟର୍ ପର୍ଯ୍ୟନ୍ତର ପ୍ରଡକ୍ଟ ଅଛି।