ଟ୍ରୁ ମେଟ୍ ଲିପଷ୍ଟିକ୍

₹405.00

ଗେଲୱେ କଲର୍ ଲାଇନ୍ ଟ୍ରୁ ମେଟ୍ ଲିପଷ୍ଟିକ୍ ହେଉଛି ଆପଣଙ୍କ ପ୍ରକୃତ ସାଥୀ, ଯାହା ବ୍ୟକ୍ତ କରେ ଆପଣଙ୍କ ପ୍ରତ୍ୟେକ ମୂଡ୍, ପ୍ରତ୍ୟେକ ଭାବନାକୁ ଆପଣଙ୍କ ନିଜସ୍ୱ ଅନ୍ଦାଜ୍ରେ।
ପିଙ୍କ୍ ପ୍ରେଙ୍କ୍ - ପିଙ୍କ୍, ପ୍ରେଙ୍କୀ ଅନ୍ଦାଜ୍ ସହିତ ଯେତେବେଳେ ଥିବ ସାଥିରେ, ତେବେ ତାହା ବିନା ଆପଣଙ୍କ ପିଙ୍କ୍ କଲେକ୍ସନ୍ ଅଟେ ଅଧା।

IP
1.140
Item Code
GCL34004
tags
True Matte Lipstick
TAGS
  • Share this Product

Product Description


Description

ଗେଲୱେ କଲର୍ ଲାଇନ୍ ଟ୍ରୁ ମେଟ୍ ଲିପଷ୍ଟିକ୍ ହେଉଛି ଆପଣଙ୍କ ପ୍ରକୃତ ସାଥୀ, ଯାହା ବ୍ୟକ୍ତ କରେ ଆପଣଙ୍କ ପ୍ରତ୍ୟେକ ମୂଡ୍, ପ୍ରତ୍ୟେକ ଭାବନାକୁ ଆପଣଙ୍କ ନିଜସ୍ୱ ଅନ୍ଦାଜ୍ରେ। ପିଙ୍କ୍ ପ୍ରେଙ୍କ୍ - ପିଙ୍କ୍, ପ୍ରେଙ୍କୀ ଅନ୍ଦାଜ୍ ସହିତ ଯେତେବେଳେ ଥିବ ସାଥିରେ, ତେବେ ତାହା ବିନା ଆପଣଙ୍କ ପିଙ୍କ୍ କଲେକ୍ସନ୍ ଅଟେ ଅଧା। ସ୍ପାଇସୀ ଅରେଞ୍ଜ୍ - ସଜାନ୍ତୁ ଆପଣଙ୍କ ଓଠକୁ ସ୍ପାଇସୀ ଅନ୍ଦାଜ୍ରେ। ପେଶନ୍ ରେଡ୍ - ସେତେବେଳ ପାଇଁ, ଯେତେବେଳେ ଦର୍ଶାଇବାକୁ ଥିବ ନିଜର ପେଶନ୍ ୱିଥ୍ ରେଡ୍ । ଫ୍ଲେମିଙ୍ଗୋ ବେରୀ ରେଡ୍ - ରେଡ୍ ଇନ୍ ଡିଫରେଣ୍ଟ ଶେଡ୍ ହେଉଛି, ଫ୍ଲେମିଙ୍ଗ୍ ବେରୀ। ଗ୍ଲେମ୍ ବ୍ରାଉନ୍ - ସ୍ଥାପିତ କରନ୍ତୁ ଗ୍ଲାମର୍ର ନିଜସ୍ୱ ପରିଭାଷା ଗ୍ଲେମରସ୍ ଗ୍ଲେମ୍ ବ୍ରାଉନ୍ ଦ୍ୱାରା। ସ୍ୱୀଟ୍ ମୌଚା - ସ୍ୱୀଟ୍ ମୌଚାର ଅର୍ଥ ହେଉଛି ୱୀଟ୍ ବି ଓ ସେନ୍ସେଶନଲ୍ ବି। ସିଲ୍କୀ କୋରଲ୍ - ରଙ୍ଗରେ ବୁଡ଼ିଥିବା ମୁଙ୍ଗା ଭଳି ଅନୁଭବ। ସ୍ମିଟନ୍ ବଏ ନୁଡ୍ - ପ୍ରେମରେ ବୁଡ଼ିଥିବା ରଙ୍ଗ, ଯାହା କରେ ଆପଣଙ୍କୁ ଉତ୍ସାହରେ ଭରପୂର। ଅର୍କିଡ୍ ବ୍ଲଶ୍ - କିଛି ନରମ, କିଛି ଲାଜକୂଳୀ ଭଳି ସିଚୁଏଶନ୍ ପାଇଁ। ପିଙ୍କ୍ ଚିକ୍ - ସୁନ୍ଦର ଝିଅମାନଙ୍କର ସିକ୍ରେଟ୍ ଫ୍ରେଣ୍ଡ୍, ପିଙ୍କ୍ ଚିକ୍। ଭୋଇଲା ଲଭ୍ - କୁହନ୍ତୁ ପ୍ରେମର ଭାଷା!ଭୋଇଲା ଲଭ୍। ପୋମ୍ ଶେଲ୍ - ନିଜକୁ ମୁକ୍ତ କରନ୍ତୁ ପ୍ରତ୍ୟେକ ଶେଲ୍ ରୁ। ଗେଲୱେ କଲର୍ ଲାଇନ୍ ଏକ ପ୍ରୋଫେଶନଲ୍ କସ୍ମେଟିକ୍ ରେଞ୍ଜ୍ ଅଟେ, ଯାହା ସଶକ୍ତ ମହିଳାମାନଙ୍କର ସୌନ୍ଦର୍ଯ୍ୟ, ଶକ୍ତି ଓ ସେମାନଙ୍କର ନିଜସ୍ୱ ଇଚ୍ଛାନୁସାରେ ନିଷ୍ପତ୍ତି ନେବାର କ୍ଷମତା ଦ୍ୱାରା ପ୍ରଭାବିତ ଅଟନ୍ତି। ଏହି କସ୍ମେଟିକ୍ ରେଞ୍ଜର ବ୍ୟବହାର କରି ମହିଳାମାନେ ନିଜର ଆତ୍ମସମ୍ମାନ, ପରିଚୟ ଓ ସୌନ୍ଦର୍ଯ୍ୟକୁ ନୂଆ ଅନ୍ଦାଜ୍ରେ ପରିଭାଷିତ କରିବାରେ ସଫଳ ହେବେ।