ଗେଲୱେ ଦନ୍ତଔରମ୍ ଗ୍ରୀନ୍ ଜେଲ୍ ଟୂଥପେଷ୍ଟ

ଗେଲୱେ ଦନ୍ତଔରମ୍ ଗ୍ରୀନ୍ ଜେଲ୍ ଟୂଥପେଷ୍ଟ ଆପଣଙ୍କ ଦାନ୍ତକୁ ସଫା କରି ...

Base price for variant: 99,00 ₨
Price / COM_VIRTUEMART_UNIT_SYMBOL_Unit:

ଗେଲୱେ ଦନ୍ତଔରମ୍ ହର୍ବଲ୍ ପଞ୍ଚତତ୍ତ୍ୱ ଟୂଥପେଷ୍ଟ

5 ହର୍ବଲ୍ ପଞ୍ଚତତ୍ତ୍ୱର ଅର୍କରୁ ପ୍ରସ୍ତୁତ କରାଯାଇଥିବା ଦନ୍ତଔରମ୍ ...

Base price for variant: 72,00 ₨
Price / COM_VIRTUEMART_UNIT_SYMBOL_Unit:
Dantauram

ଦାନ୍ତର ଉତ୍ତମ ଯତ୍ନ ଓ ସୁରକ୍ଷା ପାଇଁ ଦନ୍ତଔରମ୍ ଗେଲୱେର ଏକ ପ୍ରଡକ୍ଟ ରେଞ୍ଜ୍ ଅଟେ। ଏହି ରେଞ୍ଜରେ ଅନେକ ଦୁର୍ଲଭ ଚେରମୂଳି ଓ ବନସ୍ପତିର ଅର୍କରୁ ତିଆରି କରାଯାଇଥିବା ପ୍ରଡକ୍ଟସ୍ ଅନ୍ତର୍ଭୁକ୍ତ ଅଛି। ଏହି ରେଞ୍ଜ୍ ଅନ୍ତର୍ଗତ ସମସ୍ତ ପ୍ରଡକ୍ଟ ପ୍ରାକୃତିକ ଭାବରେ ନା କେବଳ ଆପଣଙ୍କ ଦାନ୍ତକୁ, ବରଂ ମାଢ଼ି, ମୂଳ ଓ ସ୍ନାୟୁ ସହିତ ସମ୍ପୂର୍ଣ୍ଣ ମୁହଁର ଯତ୍ନ ନେଇଥାଏ। ଏହି ରେଞ୍ଜର ସମସ୍ତ ଉତ୍ପାଦ 100 ଶତକଡ଼ା ପୂର୍ଣ୍ଣତଃ ଶାକାହାରୀ ଅଟେ ଏବଂ ଅନ୍ତର୍ରାଷ୍ଟ୍ରୀୟ ମାନଦଣ୍ଡ ପୂରଣ କରିଥାଏ। ଏହି ପ୍ରଡକ୍ଟସ୍ର ଦୈନିକ ବ୍ୟବହାର ଆପଣଙ୍କ ଦାନ୍ତକୁ ସୁସ୍ଥ ଓ ମାଢ଼ିକୁ ମଜଭୂତ କରିଥାଏ।