1
caution
ଅନାଧିକୃତ ବିକ୍ରେତାମାନଙ୍କ
ବିରୁଦ୍ଧରେ ଚେତାବନୀ
 
 




ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ. ଏକ ଡାଇରେକ୍ଟ ସେଲିଙ୍ଗ୍ କମ୍ପାନୀ ଅଟେ, ଯାହାକି ନିଜର ପ୍ରାମାଣିକ ପ୍ରଡକ୍ଟର ବିକ୍ରି ଗ୍ରାମୀଣ ଓ ସହରୀ କ୍ଷେତ୍ରରେ ନିଜର ଅଧିକୃତ ଡିଷ୍ଟ୍ରିବ୍ୟୁଟର୍ସ ମାଧ୍ୟମରେ କରିଥାଏ। ଗେଲୱେର ସେହି ପ୍ରଡକ୍ଟ, ଯାହା ଦୋକନ, ସୁପରମାର୍କେଟ୍, ବ୍ରୋକର୍ସ ତଥା ଅନ୍ଲାଇନ୍ ୱେବ୍ ସାଇଟ୍, ଯେପରି ଇଣ୍ଡିଆ ମାର୍ଟ, ଫ୍ଲିପ୍ କର୍ଟ, ଶପ୍ କ୍ଲୁଜ୍, ଆମେଜନ୍ ଆଦିରେ ବିକ୍ରି କରାଯାଉଛି, ଯାହା ସମ୍ପୂର୍ଣ୍ଣ ଭାବେ ଅନାଧିକୃତ ଅଟେ। ଏପରି ଯେକୌଣସି ମାଧ୍ୟମରେ ବିକ୍ରି କରାଯାଉଥିବା ପ୍ରଡକ୍ଟଗୁଡ଼ିକର ସତ୍ୟତା କିମ୍ୱା ଗୁଣବତ୍ତାକୁ ଗେଜ୍ ଆଦୌ ପ୍ରମାଣିତ କରେନାହିଁ। ଗ୍ଲେଜ୍ର ପ୍ରାମାଣିକ ପ୍ରଡକ୍ଟ କିଣିବା ପାଇଁ ଆପଣ ନିଜର ନିକଟସ୍ଥ ଗ୍ଲେଜ୍ର ଅଧିକୃତ ଡିଷ୍ଟ୍ରିବ୍ୟୁଟର୍ସ ସହିତ ଯୋଗାଯୋଗ କରନ୍ତୁ କିମ୍ୱା ଆମର ଇ-କମର୍ସ ୱେବ୍ ସାଇଟ୍ www.galwaykart.com ରେ ଲଗ୍ ଇନ୍ କରିପାରିବେ।