ଗ୍ଲେଜ୍ ଇତିହାସରେ ପ୍ରଥମ ଥର ବୋନାଞ୍ଜା ଅଫର୍ ଲଞ୍ଚ୍ ହୋଇସାରିଛି। ଏବେ ସମୟ ଆସିଯାଇଛି ଗେଲୱେ ବିଜନେସ୍ରେ ରୋମାଞ୍ଚକର ଉପହାର ଜିତିବାର।

ଏହା ଡିଷ୍ଟ୍ରିବ୍ୟୁଟର୍ ମାନଙ୍କ କଠିନ ପରିଶ୍ରମର ପୁରସ୍କାର ଅଟେ। ଏହି ଅଫସ୍ରେ ବ୍ରୋଞ୍ଜ, ସିଲଭର୍, ଗୋଲ୍ଡ, ପ୍ଲେଟିନମ୍ ଓ ଡାଇମଣ୍ଡ ବର୍ଗ ରହିଛି। ଡିଷ୍ଟ୍ରିବ୍ୟୁଟର୍ଙ୍କ ପଦବୀ ଅନୁସାରେ ପର୍ଫର୍ମେନ୍ସ ବୋନସ୍, ସୁପର୍ କ୍ଲବ୍ ଇନକମ୍ ଓ ବିଜନେସ୍ ପ୍ଲାନ୍ର ଦ୍ୱିତୀୟ କମ୍ପୋନେଣ୍ଟ ଲାଭ ମଧ୍ୟ ଉଠାଇପାରିବେ। ତତ୍ସହିତ, ଗେଲୱେ କାର୍ଟର ୱେବ୍ ସାଇଟ୍ରୁ କିଣାକିଣି କଲେ ମିଳୁଥିବା ଅତିରିକ୍ତ ବୋନସ୍ ଅଫର୍ ମଧ୍ୟ ଲାଭ ଉଠାଇପାରିବେ।

ଅଫର୍, କୋରଲ୍ ଡିଷ୍ଟ୍ରିବ୍ୟୁଟର୍ (CD) କିମ୍ୱା ତା’ଠାରୁ ଉପର ପଦବୀ ପାଇଁ ବୈଧ ଅଟେ। ଗେଲୱେ କାର୍ଟ ଏରିଆ ପିନ୍ କୋଡ୍ ଅନୁସାରେ ପ୍ରଡକ୍ଟ ଡେଲିଭର୍ କରିବ। ଯେତେବେଳେ ଅଫର୍ ସମାପ୍ତ ହୋଇଯିବ, ଗ୍ଲେଜ୍ ସମସ୍ତଙ୍କର ସମୀକ୍ଷା କରିବ ଏବଂ ଏହା ନିଷ୍ପତ୍ତି ନେବ ଯେ, ନିୟମ-ସର୍ତ୍ତ ଓ ଲକ୍ଷ୍ୟ ଅନୁସାରେ କିଏ ବିଜେତା ହେବ। ଏହାପରେ, ବିଜେତାଙ୍କ ନାମ ଘୋଷିତ କରାଯିବ।