ଆମେ, ନିଜ ଡିଷ୍ଟ୍ରିବ୍ୟୁଟର୍ ମାନଙ୍କ ପାଇଁ ଗେଲୱେ ବିଜନେସ୍ରେ ଫ୍ରୀ IP (ମିନି କମ୍ୱୋ 20 IP) ରୋଜଗାର କରିବାର ସୁବର୍ଣ୍ଣ ସୁଯୋଗ ନେଇକରି ଆସିଛୁ।

ଗ୍ଲେଜ୍ ତରଫରୁ ନିଜ ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ଏହି ଲାଭ ପ୍ରଦାନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଅଫର୍ ସେମାନଙ୍କୁ ନିଜ ଟାର୍ଗେଟ୍ ହାସଲ କରିବାରେ ସାହାଯ୍ୟ କରିବ।

ଉପଲବ୍ଧ ଷ୍ଟକ୍ ଅନୁସାରେ ଏହି ଅଫର୍ରେ ଥିବା ସାମଗ୍ରୀ, ଅର୍ଥ ରାଶି ଓ IP ବଦଳୁଥିବ।

4000 ଟଙ୍କାରୁ ଅଧିକ ମିନି କମ୍ୱୋ ପାଇଁ କୌଣସି ଶିପିଙ୍ଗ୍ ଚାର୍ଜ ନାହିଁ।

20 IPରେ ସମୁଦାୟ 32ଟି ବସ୍ତୁ ଅନ୍ତର୍ଭୁକ୍ତ ଅଛି ଏବଂ ସମୁଦାୟ IP 20 ରହିଛି। (18.34 ପ୍ରଡକ୍ଟ IP + 1.66 ଫ୍ରୀ IP)

10 IPରେ ସମୁଦାୟ 19ଟି ବସ୍ତୁ ଅନ୍ତର୍ଭୁକ୍ତ ଅଛି ଏବଂ ସମୁଦାୟ IP 10 ରହିଛି। (9.03 ପ୍ରଡକ୍ଟ IP + 0.97 ଫ୍ରୀ IP)