ଭିଜନ୍ / ପରିକଳ୍ପନା

ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଉତ୍ପାଦ ଓ ଅତୁଟ ବିଶ୍ୱାସ ସହିତ ଲୋକମାନଙ୍କ ଜୀବନରେ ସମୃଦ୍ଧି ଓ ଆନନ୍ଦ ଆଣିବା ପାଇଁ ମୁକ୍ତ ଉଦ୍ୟମକୁ ପ୍ରୋତ୍ସାହିତ କରିବାର ଭାବନାକୁ ବିକଶିତ କରି ଡାଇରେକ୍ଟ ସେଲିଙ୍ଗ୍ କ୍ଷେତ୍ରରେ ସ୍ୱର୍ଣ୍ଣ ମାନକ ସ୍ଥାପିତ କରୁଥିବା କମ୍ପାନୀ ହେବା।





ମିଶନ୍ / ଲକ୍ଷ୍ୟ

ପ୍ରତ୍ୟେକ ଗ୍ରାହକଙ୍କ ଆବଶ୍ୟକତା, ପସନ୍ଦ, ସୁବିଧା ଓ ସୁରକ୍ଷାକୁ ଧ୍ୟାନରେ ରଖି ଉଚ୍ଚ କୋଟିର ବିଶିଷ୍ଟ ଉତ୍ପାଗୁଡ଼ିକର ଖାସ୍ ରେଞ୍ଜ ବିକଶିତ କରିବା ତଥା ସେଗୁଡ଼ିକର ଗୁଣବତ୍ତା ଓ ଉପଯୋଗିତାରେ ନିରନ୍ତର ସୁଧାର ପାଇଁ ସମର୍ପିତ ରହି ସେମାନଙ୍କୁ ସୁଲଭ ମୂଲ୍ୟରେ ଗ୍ରାହକମାନଙ୍କ ପାଖରେ ପହଞ୍ଚାଇବା। ଗ୍ଲେଜ୍ର ଉଦ୍ଦେଶ୍ୟ ସଚ୍ଚୋଟତା ଓ ନିଷ୍ଠାପର ସହିତ ନିରନ୍ତର ବିକାଶ କରି ପ୍ରଶିକ୍ଷଣ ଓ ଶିକ୍ଷା ମାଧ୍ୟମରେ ନିଜର ବ୍ୟବସାୟ ସହଯୋଗୀ ତଥା କର୍ମଚାରୀମାନଙ୍କର କାର୍ଯ୍ୟକ୍ଷମତାରେ ସୁଧାର ଆଣିବା ମଧ୍ୟ ଅଟେ, ଯେଉଁଥିରୁ ବିତରଣ ଚାନେଲ୍ କୁ ସକ୍ଷମ ଓ ବିଶ୍ୱସନୀୟ କରାଯାଇପାରିବ।





ଆମର ମୂଲ୍ୟ ଓ ଆଦର୍ଶ

  • ସକାରାତ୍ମକ ଦୃଷ୍ଟିକୋଣ ସଫଳତା ପାଇଁ
  • ଜ୍ଞାନର ସନ୍ଧାନ ନିଜକୁ ସଶକ୍ତ କରିବା ପାଇଁ
  • ଦୃଢ଼ ସଂକଳ୍ପ ଲକ୍ଷ୍ୟ ପ୍ରତି ସ୍ଥିର ରହିବା ପାଇଁ
  • ସାହସ ଆହ୍ୱାନଗୁଡ଼ିକର ସାମ୍ନା କରିବା ପାଇଁ
  • ବିନମ୍ରତା ଅନ୍ୟମାନଙ୍କଠାରୁ ଶିଖିବା ପାଇଁ
  • ରଚନାତ୍ମକ ସାମାନ୍ୟ ସ୍ତରରୁ ଉପରକୁ ଉଠିବା ପାଇଁ
  • ନେତୃତ୍ୱ ନେତୃତ୍ୱ ପାଇଁ ଉଦାହରଣ ଉପସ୍ଥାପନ କରିବା
  • ଦଳୀୟ କାର୍ଯ୍ୟ ଆଗକୁ ବଢ଼ିବା ଓ ଲାଭ ଉଠାଇବା ପାଇଁ ସହକାରୀ ପ୍ରତିଭାରେ ତାଳମେଳ ବସାଇବା
  • ଉତ୍ତରଦାୟୀ ପୂର୍ଣ୍ଣ ଭାବେ ଦାୟିତ୍ୱ ଉଠାଇବା ପାଇଁ
  • ଉନ୍ମାଦ ସଫଳତାର କ୍ଷୁଧା
  • ଗୁଣବତ୍ତା ବିଶିଷ୍ଟତାକୁ ସିଦ୍ଧ କରିବା ପାଇଁ