’ଗେଲ୍‌ୱେ’ ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ର ଆଧିକାରିକ ଟ୍ରେଡ୍‌ମାର୍କ ଓ ଲୋଗୋ ଅଟେ। ସଂକ୍ଷେପରେ କହିବାକୁ ଗଲେ, ଏହି ଲୋଗୋ/ଟ୍ରେଡ୍‌ମାର୍କ କେବଳ ଗେଲ୍‌ୱେ ଉତ୍ପାଦ ତଥା ସେଗୁଡ଼ିକ ସହ ଜଡ଼ିତ ଥିବା ସେବା ମାନକଗୁଡ଼ିକ ହିଁ ପତିନିଧିତ୍ୱ କରେ ନାହିଁ, ବରଂ ଗ୍ଲେଜ୍‌ର ସମ୍ପୂର୍ଣ୍ଣତାର ମଧ୍ୟ ପ୍ରତିନିଧିତ୍ୱ କରିଥାଏ।

’ଗେଲ୍ୱେ’ର ଏହି ବିଶିଷ୍ଟ ଲୋଗୋ/ଟ୍ରେଡ୍‌ମାର୍କରେ ଗ୍ଲେଜ୍ ତଥା ତାହା ସହିତ ଜଡ଼ିତ ଥିବା ଲୋକମାନଙ୍କ ଦ୍ୱାରା ଉପସ୍ଥାପିତ ସମସ୍ତ ଅସୀମିତ ଗୁଣବତ୍ତା ମାନକ ସମାହିତ ଅଛି। ଏହାକୁ ପ୍ରାୟତଃ ଗ୍ଲେଜ୍ ସହିତ ଜଡ଼ିତ ଥିବା ଲୋକମାନଙ୍କର ଜୀବନଶୈଳୀର ପ୍ରତୀକ ଭାବେ ଜଣାଯାଇଥାଏ। ଏହିଭଳି ଭାବେ ’ଗେଲ୍‌ୱେ’ ସେହି ବିଶ୍ୱାସର ପ୍ରତିନିଧିତ୍ୱ କରିଥାଏ, ଯାହା ଗ୍ଲେଜ୍‌ର ଭିଜନ୍-ମିଶନ୍: ଶୁଦ୍ଧତା, ବିଶ୍ୱାସ, ଉତ୍କୃଷ୍ଟତାର ସନ୍ଧାନ ତଥା ଗ୍ରାହକମାନଙ୍କର ସନ୍ତୁଷ୍ଟି ପ୍ରତି ସମର୍ପିତ ସିଦ୍ଧାନ୍ତ ଉପରେ ଆଧାରିତ ଅଟେ।

ଗ୍ରାହକମାନଙ୍କର ସନ୍ତୁଷ୍ଟି ତଥା ଉତ୍ପାଦଗୁଡ଼ିକର ଗୁଣବତ୍ତାକୁ ନଜରରେ ରଖି ଗେଲ୍‌ୱେ, ଖାସ୍ ଉତ୍ପାଦଗୁଡ଼ିକର ଏପରି ବର୍ଗ ଉପସ୍ଥାପନା କରିଥାଏ, ଯାହା ଶୁଦ୍ଧତା ଓ ବିଶ୍ୱାସର ପ୍ରତୀକ ଅଟେ। ଏହାର "ପର୍ ୟୁ ଫର୍ଏଭର୍” ଟାଗ୍ଲାଇନ୍ ଆପଣଙ୍କର ସୁରକ୍ଷା, ଦେଖାଚାହାଁ ପ୍ରତିଶ୍ରୁତିର ପ୍ରତୀକ ଅଟେ।

ଗେଲ୍‌ୱେର ପରିଚୟ ମେଡ୍ ଇନ୍ ଇଣ୍ଡିଆର ସିଦ୍ଧାନ୍ତରେ ନିହିତ ଅଛି, ସେଥିପାଇଁ ଆମେ ଉତ୍ପାଦଗୁଡ଼ିକର ନିର୍ମାଣ ତଥା ସେଗୁଡ଼ିକର ଗୁଣବତ୍ତା ସ୍ତର ଭାରତରେ ହିଁ ଦେଖାଦିଏ। ଯେତେବେଳେକି, ଉତ୍ପାଦ‍ଗୁଡ଼ିକର ନିର୍ମାଣ ପାଇଁ ମହତ୍ତ୍ୱପୂର୍ଣ୍ଣ ଅବୟବ ସାରା ଦୁନିଆର ସର୍ବୋଚ୍ଚ ସ୍ରୋତରୁ ପ୍ରାପ୍ତ କରାଯାଇଥାଏ। ଗେଲ୍‌ୱେର ବହୁମୁଖୀ ଓ ବିସ୍ତୃତ ବର୍ଗରେ ପର୍ସନଲ୍ କେୟର୍, ସ୍କିନ୍ କେୟର୍, ହେଲଥ୍ ଆଣ୍ଡ ନ୍ୟୁଟ୍ରିଶନ୍ ହୋମ୍ କେୟର୍, କୃଷମ ଆଦି କ୍ୟାଟେଗୋରୀର ପ୍ରିମିୟମ୍ ବ୍ରାଣ୍ଡସ୍ର ଉତ୍ପାଦ ରହିଛି, ଯାହା ଏହାକୁ ଅନ୍ୟମାନଙ୍କଠାରୁ ଭିନ୍ନ ଓ ଖାସ୍ କରିଥାଏ।