Home  /  Products  /  Dantauram
dantauram

ଦାନ୍ତୁଆରମ୍, ଗାଲୱେର ଦନ୍ତ ଚିକିତ୍ସା ଦେଖା ଶୁଣାର ଶ୍ରେଣୀ ଅଟେ। ଏହି ଉତ୍ପାଦ ଲାଇନ୍ ସ୍ଵାଭାବିକ ରୂପରେ ଦେଖା ଶୁଣା କରିବା ପାଇଁ ବନସ୍ପତି ନିଷ୍କାସ ସହିତ ସମୃଦ୍ଧ ସହିତ ସୁରକ୍ଷିତ ଦନ୍ତ ସମାଧାନ ପ୍ରଦାନ କରିଥାଏ, ଖାଲି ଆପଣଙ୍କ ଦନ୍ତ ନୁହେଁ, ବରଂ ମାଢିକୁ ଘୋଡେଇ ରଖୁଥିବା ସମସ୍ତ ମୌଖିକ ଗର୍ତ୍ତ, ମୂଳ ଏବଂ ଶିରା ଗୁଡିକ ମଧ୍ୟ।

ଉତ୍ପାଦର ନିୟମିତ ରୂପରେ ବ୍ୟବହାର ମାଢିକୁ ମୁଜବୁତ କରିଥାଏ ଏବଂ ସ୍ଵସ୍ଥ ଦାନ୍ତ ପ୍ରଦାନ କରିଥାଏ।

ଦାନ୍ତୁଆରମର ବିଚାର ସକାରାତ୍ମକ ଭାବନା ଗୁଡିକର ବିସ୍ତାର କରିବାର ଆବଶ୍ୟକତା ଯୋଗୁଁ ଜନ୍ମ ହୋଇଥାଏ।

ଆମେ ଆପଣଙ୍କ ମୌଖିକ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଜ୍ୟର ଦେଖା ଶୁଣା କରିବା ପାଇଁ ବଚନବଦ୍ଧ, ତା ସହିତ ଏହା କୁହାଯାଏ ଯେ “ହସିବା/ସ୍ମାଇଲ୍ ହେଉଛି ଏକ ମାତ୍ର ବକ୍ର ଯାହା ବହୁ କାର୍ଯ୍ୟକୁ ସିଧା ଠିକ କରିଦେଇ ପାରେ”

ଆମେ ବାସ୍ତବରେ ଗର୍ବିତ ଅଛୁ ଯେ ଆମର ଦାନ୍ତ କ୍ରିମ୍ / ଟୁଥପେଷ୍ଟ ଉଚ୍ଚତମ ଗୁଣବତ୍ତା ମାନଦଣ୍ଡର ଅନୁରୂପ ଅଟେ ଏବଂ ୧୦୦% ଶାକାହାରୀ ଅଟେ।